Download Now Banner

This browser does not support the video element.

ପରଜଙ୍ଗ: ଦଦରାଘାଟି ଫାଣ୍ଡି ନିକଟରେ ଗୁରୁବାର ୩ଟାରେ ୧୪୯ ନମ୍ବର ଜାତୀୟ ରାଜପଥରେ ସ୍କୁଟିରୁ ପଡି ଯୁବକ ଗୁରୁତର

Parajang, Dhenkanal | Sep 11, 2025
ଦଦରାଘାଟି ଫାଣ୍ଡି ନିକଟରେ ଗୁରୁବାର ୩ଟାରେ ୧୪୯ ନମ୍ବର ଜାତୀୟ ରାଜପଥରେ ସ୍କୁଟିରୁ ପଡି ଯୁବକ ଗୁରୁତର lପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ନିକଟରେ ଘଟିଲା ସ୍କୁଟି ଦୁର୍ଘଟଣା ସ୍ଥାନୀୟ ପୁଲିସ ସହାୟତା ରେ ତାଙ୍କୁ ୧୦୮ ଆମ୍ଭୁଲାନସ ରେ ପ୍ରଥମେ ପର୍ଜଙ୍ଗ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l
Read More News
T & CPrivacy PolicyContact Us