Download Now Banner

This browser does not support the video element.

ନୟାଗଡ: ଅନଲାଇନ ଉପସ୍ଥାନକୁ ବିରୋଧ କରି ରାଜାବଗିଚା ସ୍ଥିତ ଶିକ୍ଷକ ଭବନ ପରିସରରେ ଏକ ଜରୁରୀ ବୈଠକ ଅନୁଷ୍ଠିତ

Nayagarh, Nayagarh | Aug 24, 2025
ଅନଲାଇନ ଉପସ୍ଥାନ ପ୍ରସଙ୍ଗ: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଘେରିବାକୁ ଶିକ୍ଷକ ସଂଘର ଚେତାବନୀ ଆବଶ୍ୟକ ତଥା ଆନୁସଙ୍ଗିକ ଉପକରଣ ଯୋଗାଇ ନଦେଇ ଏବଂ ଦରମା ବନ୍ଦର ଧମକ ଦେଇ ଜୋର ଜବରଦସ୍ତ ଅନଲାଇନ ଉପସ୍ଥାନକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ହେଉଥିବା ଉଦ୍ୟମକୁ ନୟାଗଡ଼ ଜିଲ୍ଲା ମିଳିତ ଶିକ୍ଷକ ସଂଘ ଗୁରୁତର ସହ ନେଇଛି। ଏହି ପ୍ରସଙ୍ଗକୁ ନେଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଘେରିବାକୁ ଶିକ୍ଷକ ସଂଘ ପକ୍ଷରୁ ଦୃଢ଼ ଚେତାବନୀ ଦିଆଯାଇଛି। ରବିବାର ଦିନ ସ୍ଥାନୀୟ ରାଜବଗିଚା ସ୍ଥିତ ପ୍ରାଥମିକ ଶିକ୍ଷକ ଭବନରେ ଜିଲ୍ଲା ମିଳିତ ଶିକ୍ଷକ ସଂଘର ଏକ ଜରୁରୀ
Read More News
T & CPrivacy PolicyContact Us