Download Now Banner

This browser does not support the video element.

କାମାକ୍ଷାନଗର: ଭୁବନ ବଜାରରୁ ପ୍ରଶାସନ ତରଫରୁ ବୁଧବାର ୧୧ଟାରେ ଜବର ଦଖଲ ଉଛେଦ

Kamakshyanagar, Dhenkanal | Sep 10, 2025
ଭୁବନ ବଜାରରୁ ପ୍ରଶାସନ ତରଫରୁ ବୁଧବାର ୧୧ଟାରେ ଜବର ଦଖଲ ଉଛେଦ ।ଆଗାମୀ ପାର୍ବଣ ଋତୁ ଆସୁଥିବାରୁ ଢେଙ୍କାନାଳ ଜିଲା ଭୁବନରେ ପ୍ରଶାସନ ତରଫରୁ ବୁଧବାର ସହର ମଧ୍ୟରେ ଜବର ଦଖଲ ହୋଇଥିବା ଜାଗାକୁ ହଟାଇ ଦିଆଯାଇଛି ।ଏଠାରେ ତହସିଲଦାର ଓ ପୋଲିସ ଉପସ୍ଥିତ ରହି କରିଥିଲେ ଜବର ଦଖଲ ଉଛେଦ ।
Read More News
T & CPrivacy PolicyContact Us