This browser does not support the video element.
କଣ୍ଟାମାଳ: ଦୁର୍ଗା ମଣ୍ଡପ ଠାରେ ବ୍ଲକ କଂଗ୍ରେସ କମିଟିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ
Kantamal, Boudh (Bauda) | Aug 22, 2025
ଶୁକ୍ରବାର କଣ୍ଟାମାଳ ଦୁର୍ଗା ମଣ୍ଡପ ଠାରେ ବ୍ଲକ କଂଗ୍ରେସ କମିଟିର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ବ୍ଲକ କଂଗ୍ରେସ କମିଟିର ସଭାପତି ସୁଶାନ୍ତ କୁମାର ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବରିଷ୍ଠ କଂଗ୍ରେସ ନେତା କେଶବ କ୍ଷେତି, ଶୁକଦେବ ମଙ୍ଗରାଜ, ମକୁନ୍ଦ ନାୟକ, ସୁନାଧର ପୁଟେଲ, ଗୋପ ରଣା ଓ ଅନ୍ୟମାନେ ଯୋଗ ଦେଇଥିଲେ | ଦଳର ଆଗାମୀ ସାଂଗଠନିକ ବିଷୟ ବସ୍ତୁ ସହ ବ୍ଲକ ସ୍ତରୀୟ ନୂଆଖାଇ ଭେଟ ଘାଟ ଆୟୋଜନ ପାଇଁ ବୈଠକରେ ଆଲୋଚନା ହୋଇଥିଲା |