This browser does not support the video element.
ଖରିଆର: ଖଡ଼ିଆଳ ସହରର ଇରିଗେସନ କଲୋନୀର ଏକ ଘରରୁ ନାଗ ସାପ ଉଦ୍ଧାର
Khariar, Nuapada | Aug 23, 2025
ଖଡିଆଳ ସହରର ଇରିଗେସନ କଲୋନୀର ଏକ ଘରରୁ ଆଜି ୨ ଟା ସମୟରେ ଏକ ବିରାଟ ନାଗ ସାପ ଉଦ୍ଧାର ହୋଇଛି। ଖଡ଼ିଆଳ ଫରେଷ୍ଟ ବିଭାଗର କର୍ମଚାରୀ ମାନେ ଆସି ସ୍ନେକ ହେଲ୍ପ ଲାଇନର ସହାୟତାରେ ଉଦ୍ଧାର କରିବା ସହିତ ସ୍ଥାନୀୟ ଚକାଡ଼ଙ୍ଗର ଜଙ୍ଗଲରେ ଛାଡିଥିବା ନେଇ ଜଙ୍ଗଲ ବିଭାଗ ରେଞ୍ଜର ଜୟଦେବ ମାଝୀ ପକ୍ଷରୁ ସୂଚନା ଦିଆଯାଇଛି।