Download Now Banner

This browser does not support the video element.

କଟକ ପୌରାଞ୍ଚଳ: ବିନା ଅନୁମତିରେ ରତାଗଡ଼ ନୂଆସାହିରେ ଖୁଦୁରୁକୁଣୀ ଭସାଣରେ ଡିଜେ ବ୍ୟବହାର ହେବାରୁ ଡିଜେ ସହ ଗାଡ଼ିକୁ ସୋମବାର ପୁଲିସ ଜବତ କରିଛି

Cuttack M Corp PS, Cuttack | Sep 8, 2025
ବିନା ଅନୁମତିରେ ବାରଙ୍ଗ ଥାନା ଅନ୍ତର୍ଗତ ରତାଗଡ଼ ନୂଆସାହିରେ ଖୁଦୁରୁକୁଣୀ ଭସାଣରେ ଡିଜେ ବ୍ୟବହାର ହେବାରୁ ଡିଜେ ସହ ଗାଡ଼ିକୁ ପୁଲିସ ସୋମବାର ରାତି ୭ଟାରେ ଜବତ କରିଛି। ଖବର ଅନୁଯାୟୀ ସୋମବାର ସନ୍ଧ୍ୟାରେ ଖୁଦୁରୁକୁଣୀ ଭସାଣ ଶୋଭାଯାତ୍ରା ବାହାରିଥିଲା।
Read More News
T & CPrivacy PolicyContact Us