This browser does not support the video element.
କେନ୍ଦୁଝର ସହର: ମନଇଛା ଛଟେଇ କୁ ବିରୋଧ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଧାରଣାରେ ବସିଲେ ଡ଼ାକ୍ତରଖାନା କର୍ମଚାରୀ
Kendujhar Town, Kendujhar | Sep 5, 2025
ଆଙ୍କର: ମନଇଛା ଛଟେଇ କୁ ବିରୋଧ କରି ଧାରଣାରେ ବସିଲେ ଡ଼ାକ୍ତରଖାନା କର୍ମଚାରୀ । କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ରେ ସ୍ୱିପର୍ କାମ କରୁଥିବା ପ୍ରାୟ ୩୦ ଜଣଙ୍କୁ ଏଜେନ୍ସି, ଗାଇଡ୍ ଲାଇନ୍ ର ଆଳ ଦେଖାଇ ଛଟେଇ କରିଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଲେ ଛଟେଇ କର୍ମଚରୀ । ଏଜେନ୍ସି ଗାଇଡ୍ ଲାଇନ୍ ଅନୁଯାୟୀ, ସପ୍ତମ ଶ୍ରେଣୀ ପାସ୍ ଓ ୫୦ ବର୍ଷରୁ କମ୍ ଥିବା ବେଳେ, ଏହି ଅନୁଯାୟୀ ଯୋଗ୍ୟତା ଥାଇ ମଧ୍ୟ ଏଜେନ୍ସି କର୍ମଚାରୀମାନଙ୍କୁ ମନଇଚ୍ଛା ଛଟେଇ କରିଥିବା ଅଭିଯୋଗ ହୋଇଛି ।