Download Now Banner

This browser does not support the video element.

ପାଟଣାଗଡ: ସ୍ଥାୟୀ ନିଯୁକ୍ତି ଦାବି ନେଇ ଖପ୍ରାଖୋଲ ବ୍ଳକ ଆଗରେ ଧାରଣା ଦେଲେ ମିଶନ ଶକ୍ତି ମହିଳା କର୍ମଚାରୀ

Patnagarh, Balangir | Sep 22, 2025
ଦୀର୍ଘ ଦିନ ରୁ କାମ କରି ଆସୁଥିବା ଜି ପିଏଳ ଏଫ ଏବଂ ମିଶନ ଶକ୍ତି କର୍ମଚାରୀ ଧରମା ପାଇ ନାହାନ୍ତି। ଦରମା ଏବଂ ସ୍ଥାୟୀ ନିଯୁକ୍ତି ଦାବି କରି ସୋମବାର ପୂର୍ବାହ୍ନ ରୁ ଖପ୍ରାଖୋଲ ବ୍ଲକ ଆଗରେ ଧାରଣା ରେ ବସିଛନ୍ତି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମିଶନ ଶକ୍ତି କର୍ମଚାରୀ
Read More News
T & CPrivacy PolicyContact Us