Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ରେ ୟୁରିଆ ସାର ନେବା ପାଇଁ ଶହ ଶହ ଚାଷୀଙ୍କ ଲମ୍ବା ଲାଇନ - ଅବସ୍ଥା ସୁଧୁରିବ କେବେ ? ଚିନ୍ତା ପ୍ରକଟ କଲେ ସରପଞ୍ଚ ବୀରବର ସାହୁ

Titlagarh, Balangir | Aug 25, 2025
ଟିଟିଲାଗଡ଼ ହିନ୍ଦୁସ୍ଥାନ ସିଡସ ଦୋକାନ ବାହାରେ ୟୁରିଆ ସାର ପାଇଁ ଚାଷୀଙ୍କ ଲମ୍ବା ଲାଇନ ସୋମବାର ସକାଳ ଆଠ ଟା ସମୟରେ ଟିଟିଲାଗଡ ହିନ୍ଦୁସ୍ତାନ ମଞ୍ଜି ଦୋକାନ ସମ୍ମୁଖରେ ଶହ ଶହ ଚାଷୀ ୟୁରିଆ ସାର ନେବା ପାଇଁ ଲମ୍ବା ଲାଇନ ଲାଗିଛି। ଏ ହେଉଚି ଦୋକାନ ସାମନାର ଦୃଶ୍ୟ , ଶହ ଶହ ୟୁରିଆ ଖତ ଲାଗି ଧାଡିରେ ଠିଆ ହୋଇଛନ୍ତି। ହଜାର ହଜାର ଟନ ୟୁରିଆ ଖତ ଆସୁଛି ବୋଲି କୁହାଯାଉଛି କିନ୍ତୁ ଯାଉଛି କୁଆଡେ ? ଅଲଗା ସବୁ ଜାଗାରେ ମିଳୁଛି କିନ୍ତୁ ବାକି ଚଢ଼ା ଦରରେ। ଏହି ଅସୁବିଧା ଆଜିର ନୁହେଁ ସବୁବର୍ଷ ଏ ଅବସ୍ଥା, ପ୍ରଶାସନ କେବେ ସମାଧାନ କରିପାରିଲା ନାହିଁ, ସାମାଜିକ ଗଣ ମାଧ୍ୟମରେ ରାଜ୍ୟ ସରପଞ୍
Read More News
T & CPrivacy PolicyContact Us