Download Now Banner

This browser does not support the video element.

ବଡଚଣା: ପାଣିକୋଇଲି ଥାନା ଡିସିବି ବ୍ୟାଙ୍କ ଛକରେ ଭାରସାମ୍ୟ ରାସ୍ତାର ଡିଭାଇଡ଼ରରେ ପିଟିହେଲା ବାଇକ,ଚାଳକ ଆହତ

Badachana, Jajpur | Sep 1, 2025
ପାଣିକୋଇଲି ଥାନା ଡିସିବି ବ୍ୟାଙ୍କ ଛକରେ ଭାରସାମ୍ୟ ରାସ୍ତାର ଡିଭାଇଡ଼ରରେ ପିଟିହେଲା ବାଇକ,ଚାଳକ ଆହତ l ସ୍ଥାନୀୟ ଅଞ୍ଚଳର ଜନୈକ ଯୁବକ ବାଇକରେ ଘରକୁ ଫେରୁଥିଲେ l ହଠାତ ଡିସିବି ବ୍ୟାଙ୍କ ଛକରେ କୌଣସି କାରଣରୁ ଯୁବକ ଜଣଙ୍କ ବାଇକର ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡ଼ରରେ ପିଟି ଦେଇଥିଲେ l ଫଳରେ ଖୋପାଡ଼ି ହେଇ ପଡି ଯୁବକ ଜଣଙ୍କ ଆହତ ହେଇଥିଲେ l ଦୁର୍ଘଟଣା ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ଆହତ ଯୁବକକୁ ଚିକିତ୍ସା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ l
Read More News
T & CPrivacy PolicyContact Us