Download Now Banner

This browser does not support the video element.

ଯାଜପୁର: ଜିଲ୍ଲାରେ ଲଗାଣ ବର୍ଷା ଜାରି,ବର୍ଷାର ପ୍ରଭାବକୁ ନେଇ ବ୍ୟାସନଗର ପୌର ପରିଷଦ ପ୍ରସ୍ତୁତିକୁ ନେଇ ସୂଚନା ଦେଲେ ନିର୍ବାହୀ ଅଧିକାରୀ

Jajapur, Jajpur | Sep 4, 2025
ଜିଲ୍ଲାରେ ଲଗାଣ ବର୍ଷା ଜାରି,ବର୍ଷାର ପ୍ରଭାବକୁ ନେଇ ବ୍ୟାସନଗର ପୌର ପରିଷଦ ପ୍ରସ୍ତୁତିକୁ ନେଇ ଆଜି ସୂଚନା ଦେଲେ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢ଼ୀ l ଗତ ଦୁଇଦିନ ହେବ ବ୍ୟାସନଗର ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି l ଯାହାଫଳରେ ସହର ମଧ୍ୟରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛି l ଅନେକ ୱାର୍ଡରେ ପାଣି ପଶି ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସେପଟେ ପୌର ପ୍ରଶାସନର ପ୍ରସୂତିକୁ ନେଇ ସୂଚନା ଦେଲେ ଶ୍ରୀ ପାଢ଼ୀ l
Read More News
T & CPrivacy PolicyContact Us