Download Now Banner

This browser does not support the video element.

କଣ୍ଟାମାଳ: ଟିକିରାପଡା ଗ୍ରାମରେ ଅନୁଷ୍ଠିତ ଅଷ୍ଟ ପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେଲେ କଣ୍ଟାମାଳ ବିଧାୟକ

Kantamal, Boudh (Bauda) | Sep 2, 2025
ମଙ୍ଗଳବାର ରାତିରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିକିରାପଡା ଗ୍ରାମରେ ଚାଲିଥିବା ଅଷ୍ଟ ପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମରେ ଅତିଥି ଭାବରେ କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ଯୋଗ ଦେଇଥିଲେ | ଗ୍ରାମବାସୀଙ୍କ ପକ୍ଷରୁ. ନିମନ୍ତ୍ରିତ ହୋଇ ଶ୍ରୀ ଡାଙ୍ଗ ପହଞ୍ଚିବା ପରେ ଗ୍ରାମବାସୀ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ | ବିଧାୟକ ଶ୍ରୀ ଡାଙ୍ଗ ନାମଯଜ୍ଞ ମଣ୍ଡପରେ ଶ୍ରୀ ରାଧା କୃଷ୍ଣଙ୍କ ଦର୍ଶନ କରିଥିଲେ | ଉକ୍ତ ଅବସରରେ ଗ୍ରାମବାସୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ |
Read More News
T & CPrivacy PolicyContact Us