Download Now Banner

This browser does not support the video element.

ଧର୍ମଶାଳା: ମହୁଲଖାଲ ସରକାରୀ ସ୍କୁଲର ଦୁଇ ଶ୍ରେଣୀ କକ୍ଷରୁ ଖସିଲା କଂକ୍ରିଟ୍‌ ଖଣ୍ଡ,ବିପଦରୁ ବର୍ତ୍ତିଗଲେ ୫୦ ଶିଶୁ ଛାତ୍ରଛାତ୍ରୀ

Dharmasala, Jajpur | Aug 21, 2025
ସୁକିନ୍ଦା‌ ବ୍ଲକ ରାଁସୋଳ ପଞ୍ଚାୟତ ମହୁଲଖାଲ ସରକାରୀ ପ୍ରାଥମିକ ସ୍କୁଲରେ ୨ ଶ୍ରେଣୀକକ୍ଷର ଛାତରୁ ବଡ଼ବଡ଼ କଂକ୍ରିଟ୍‌ ଖଣ୍ଡ ଖସି ପଡ଼ିଥିବା ଗୁରୁବାର ଅପରାହ୍ନ 3 ଘଟିକା ସମୟରେ ଦେଖାଯାଇଛି। ତେବେ ସୌଭାଗ୍ୟକୁ ସ୍କୁଲ ଛୁଟି ସମୟରେ ଏହା ଘଟିଥିବାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ୫୦ ଜଣ ଛାତ୍ରଛାତ୍ରୀ ସମ୍ଭାବ୍ୟ ବିପଦରୁ ବର୍ତ୍ତି ଯାଇଥିବା ନେଇ ସଂପୃକ୍ତ ସ୍କୁଲର ୨ ଶିକ୍ଷୟିତ୍ରୀଙ୍କ ପକ୍ଷରୁନ ସୂଚନା ମିଳିଛି ।
Read More News
T & CPrivacy PolicyContact Us