This browser does not support the video element.
ବରୀ ରାମଚନ୍ଦ୍ରପୁର: ଲଗାଣ ବର୍ଷା ଯୋଗୁ ଭାଙ୍ଗିଲା ଦୁର୍ଗାପୁର ଓ ହସନପୁର ସଂଯୋଗ କରୁଥିବା ପୋଲର ଆପ୍ରୋଚ ରାସ୍ତା, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ
Bari Ramachandrapur, Jajpur | Sep 6, 2025
ଲଗାଣ ବର୍ଷା ଯୋଗୁ ଭାଙ୍ଗିଲା ଦୁର୍ଗାପୁର ଓ ହସନପୁର ସଂଯୋଗ କରୁଥିବା ପୋଲର ଆପ୍ରୋଚ ରାସ୍ତା,ସ୍ଥିତି ଅନୁଧ୍ୟାନ କଲେ ବିଧାୟକ l ଗତ କିଛିଦିନ ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା l ଏହି ବର୍ଷା ଫଳରେ ବରୀ ବ୍ଲକ ଦୁର୍ଗାପୁର ଓ ହସନପୁରକୁ ସଂଯୋଗ କରୁଥୁବା ପୋଲ ରାସ୍ତା ଆପ୍ରୋଚ ରାସ୍ତା ଭାଙ୍ଗି ଯାଇଥିଲା l ଫଳରେ ଏହି ରାସ୍ତା ଦେଇ ଯାଉଥୁବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସେପଟେ ଏହି ଖବର ପାଇ ଆଜି ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି l ଏଥିସହିତ ତୁରନ୍ତ ଏହାର ମରାମତି ପାଇଁ ବିଭାଗ୍ୟ ଅଧିକାରୀଙ୍କୁ ନିର୍ଦ୍ଦେ