Install App
khabr.malyabanta
This browser does not support the video element.
ମାଲକାନଗିରି: ଏମଭି ୧୭ ଗ୍ରାମରେ ସାର କଳା ବଜାରୀ ଅଭିଯୋଗ ପରେ ବିଭାଗୀୟ ଅଧିକାରୀ ତଦନ୍ତ କରି ପଦକ୍ଷେପ ନେବାକୁ କହିଛନ୍ତି
Malkangiri, Malkangiri | Aug 23, 2025
ମାଲକାନଗିରି ଜିଲ୍ଲା ଏମଭି ୧୭ ଠାରେ ସାର କଳା ବଜାରୀ ନେଇ ଅଭିଯୋଗ ପରେ ମାଲକାନଗିରି ବ୍ଲକ ଏଗ୍ରିକଲଚର ଅଧିକାରୀ ଭୋଳାନାଥ ପୂଜାରୀ ପହଁଚି ଘଟଣାର ତଦନ୍ତ କରିଛନ୍ତି। ଏନେଇ ଶ୍ରୀ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି ଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!