Download Now Banner

This browser does not support the video element.

ଆସିକା: କେନ୍ଦୁପଦର ଗ୍ରାମରେ ଫାଙ୍କା ଗୁଳି ଚାଳନା ସହ ତିନି ଜଣ ଙ୍କୁ ଆକ୍ରମଣ ଘଟଣାରେ ଗୋଟିଏ ମଉଜର ସହ ଦୁଇ ଗିରଫ

Asika, Ganjam | Sep 9, 2025
ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା କେନ୍ଦୁପଦର ଗ୍ରାମରେ ଗତ 5 ତାରିଖ ରାତିଖରେ ଘଟିଥିବା ଫାଙ୍କା ଗୁଳି ଚାଳନା ସହ ଗୋଟିଏ ଘରେ ପସି ୩ ଜଣ ଯୁବକ ଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ ଘଟଣାରେ ପୋଲିସ କୁ ମିଳିଛି ସଫଳତା l ଘଟଣାରେ ସମ୍ପୃକ୍ତ ହିଞ୍ଜିଳିକାଟୁ ଅଞ୍ଚଳର ପାଣ୍ଡବ ଦାସ ଏବଂ ସାଗର ଗୌଡ଼ ନାମକ ଦୁଇ ଯୁବକ କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ ଜବତ କରିଛି ପୋଲିସ l
Read More News
T & CPrivacy PolicyContact Us