Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଏଆଇଡିଏସଓ ପକ୍ଷରୁ କପ୍ତିପଦା ଠାରେ ଶହୀଦ ବାଘାଯତୀନ ସ୍ମୃତିପୀଠକୁ ପଦଯାତ୍ରା ଅନୁଷ୍ଠିତ

Baripada M, Mayurbhanj | Sep 10, 2025
ଏଆଇଡିଏସଓ ମୟୂରଭଞ୍ଜ ଜିଲ୍ଲା କମିଟି ପକ୍ଷରୁ କପ୍ତିପଦାରେ ଆପୋଷହୀନ ଧାରାର ମହାନ୍‌ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଘାଯତୀନଙ୍କ ଶହୀଦ ଦିବସ ଯଥାଯୋଗ୍ୟ ମର୍ଯ୍ୟାଦାର ସହିତ ପାଳନ କରାଯାଇଛି। ଏହି ଉପଲକ୍ଷେ ବୁଧବାର ଦିନ ପ୍ରାୟ ୧୨ଟାରେ କପ୍ତିପଦା ବଜାରରୁ ଛାତ୍ରଛାତ୍ରୀଙ୍କର ଏକ ସୁସଜ୍ଜିତ ଶୋଭାଯାତ୍ରା ବାହାରି ସ୍ଲୋଗାନ୍‌ ଦେଇ ମହୁଲଡିହା ସ୍ଥିତ ଶହୀଦ ବାଘା ଯତୀନଙ୍କ ସ୍ମୃତିପୀଠରେ ପହଞ୍ଚିଥିଲା। ସେଠାରେ ଥିବା ବାଘାଯତୀନଙ୍କ ପ୍ରତିକୃତି ରେ ମାଲ୍ୟାର୍ପଣ କରିଥିଲେ।
Read More News
T & CPrivacy PolicyContact Us