Download Now Banner

This browser does not support the video element.

ରାଜଗାଙ୍ଗପୁର: ଦୁର୍ଘଟଣାରେ ସ୍ଵାମୀଙ୍କ ମୃତ୍ୟୁ ଖବର ଶୁଣି କାଦୋପଡା ଗ୍ରାମ ରେ ଫିନାଇଲ ପିଇଦେଲେ ପତ୍ନୀ

Rajagangapur, Sundargarh | Sep 28, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ କାଦୋପଡା ଗ୍ରାମ ରେ ଜଣେ ଯୁବକ ଙ୍କର କରମଡିହି ନିକଟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଖବର ଶୁଣି ତାଙ୍କର ପତ୍ନୀ ଜ୍ୟୋତିର୍ମୟୀ ସାହୁ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ବିଷୟରେ ଆଜି ସ୍ଥାନୀୟ ଗ୍ରାମବାସୀ ମାନେ ବଡ଼ଗାଁ ଥାନା ରେ ଅସନ୍ତୋଷ ପ୍ରକାଶ କରିଥିଲେ।
Read More News
T & CPrivacy PolicyContact Us