Download Now Banner

This browser does not support the video element.

ଝାରସୁଗୁଡା: ପତ୍ରାପାଲି ରାସ୍ତାରେ ରାସ୍ତା ଉପରୁ ତଳକୁ ଖସି ଦୁର୍ଘଟଣା ଗ୍ରସ୍ତ ହେଲା କାର

Jharsuguda, Jharsuguda | Sep 5, 2025
ଝାରସୁଗୁଡା ଜିଲ୍ଲା କୋଲାବିରା ପତ୍ରାପାଲି ରାସ୍ତାରେ ରାସ୍ତା ଉପରୁ ତଳକୁ ଖସି ଦୁର୍ଘଟଣା ଗ୍ରସ୍ତ ହେଲା କାର l ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ କୋଲାବିରାରୁ ଝାରସୁଗୁଡା ଯାଉଥିବା ବେଳେ ଆଜି ଅପରାହ୍ନ ପ୍ରାୟ ୩ ଟା ରେ ପତ୍ରାପାଲି ରାସ୍ତାରେ ଏକ କାର ରୋଡ଼ରୁ ତଳକୁ ଖସିଯାଇଥିବା ଦେଖି, ସେ ସେଠାରେ ଅଟକିଥିଲେ l ସେଠାରେ ସ୍ଥାନୀୟ ଲୋକଙ୍କ ସହ ମିଶି ଦୁର୍ଘଟଣା ଗ୍ରସ୍ତ ଙ୍କୁ ଉଦ୍ଧାର ପରେ ଆବଶ୍ୟକ ସହାୟତା ଯୋଗାଇବା ଦିଗରେ ପଦକ୍ଷେପ ନେଇଥିଲେ l
Read More News
T & CPrivacy PolicyContact Us