Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଜିଲ୍ଲାପାଳଙ୍କ ଅଫିସ ସ୍ଥିତ SSA ସମ୍ମିଳନି କକ୍ଷରେ ବୈଠକ ଅନୁଷ୍ଠିତ

Sambalpur M, Sambalpur | Sep 11, 2025
ଜିଲ୍ଲାପାଳଙ୍କ ଅଫିସ ସ୍ଥିତ SSA ସମ୍ମିଳନି କକ୍ଷ ରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ରେ 27 କୋଟି ଟଙ୍କା ମୂଲ୍ୟ ର 49ଟି ପ୍ରକଳ୍ପ ର ଅନୁମୋଦନ ପାଇଁ ଏକ ବୈଠକ ଆଜି ସନ୍ଧ୍ୟା 5ଟା ରେ ଅନୁଷ୍ଠିତ ହେଇଯାଇଛି l ଏହି ପ୍ରକଳ୍ପ ମାନଙ୍କ ମଧ୍ୟରେ 5 ଗୋଟି କୃଷି ଭିତ୍ତିକ 5ଗୋଟି ପ୍ରାଣୀ ସମ୍ପଦ 8 ଗୋଟି ମତ୍ସ ସମ୍ପଦ ଓ 31 ଟି କୃଷି ଯାନ୍ତ୍ରିକ ଭିତ୍ତିକ ପ୍ରକଳ୍ପ କୁ ଅନୁମୋଦନ କରାଯାଇଛି l ଏହି ବୈଠକ ରେ ଜିଲ୍ଲା ପାଳ ଅଧକ୍ଷତା କରିଥିଲେ l
Read More News
T & CPrivacy PolicyContact Us