This browser does not support the video element.
ପଟ୍ଟାଙ୍ଗୀ: ନନ୍ଦପୁର ବ୍ଳକର ଜୋଲାପୁଟ ଜଳଭଣ୍ଡାରର ଖୋଲିଲା ଗେଟ୍ ଲୋକଙ୍କୁ ସଚେତନ କଲେ ଡେମ କର୍ତ୍ତୃପକ୍ଷ
Pottangi, Koraput | Aug 23, 2025
ଲଗାଣ ବର୍ଷା ପରେ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ଜୋଲାପୁଟ ଜଳଭଣ୍ଡାରର ଖୋଲିଲା ଗୋଟିଏ ଗେଟ୍। ଜୋଲାପୁଟ ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କୁଳକୁ ଛୁଇଁବା ପରେ ଜିଲ୍ଲା ପ୍ରଶାସନ ତଳିଆ ଅଞ୍ଚଳକୁ ସତର୍କ କରାଇ ଲମତାପୁଟ ଏବଂ ନନ୍ଦପୁର ବ୍ଲକ ପ୍ରଶାସନକୁ ସଜାଗ ରହିବା ପାଇଁ ନିର୍ଦେଶ ଦେଇଥିଲେ । ଜୋଲାପୁଟ ଜଳଭଣ୍ଡାର ୬ ନମ୍ବର ଗେଟ ଦେଇ ଦୁଇ ହଜାର କ୍ୟୁଷେକ ପାଣି ନିଷ୍କାସନ ହୋଇଥିବା ଆଜି ଅପରାହ୍ନ ୪ଟା ସମୟରେ ସୂଚନା ମିଳିଛି ।