This browser does not support the video element.
ବୌଦ୍ଧ ସଦର: ଜିଲ୍ଲା ନ୍ୟାୟାଳୟ ଠାରେ ସୁପ୍ରିମ କୋର୍ଟ ବିଧିକ ସଫ୍ଟଓୟାର ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ
Baudh Sadar, Boudh (Bauda) | Sep 1, 2025
ସୋମବାର ଦିନ ବୌଦ୍ଧ ଜିଲ୍ଲା ନ୍ୟାୟାଳୟ ଠାରେ ସୁପ୍ରିମକୋର୍ଟ ବିଧିକ ସଫ୍ଟଓୟାର ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ଓ ଦୌରା ଜଜ ପ୍ରତାପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ରାୟ ପରିଚାଳନା କରିଥିଲେ | ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ସୁସ୍ମିତା ପ୍ରିୟ ଦର୍ସୀନି, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ନିରଂଜନ ଦାଶ ଓ ଅନ୍ୟ ମାନେ ଯୋଗ ଦେଇଥିଲେ |