This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ରେଳ ଷ୍ଟେସନରୁ 30କେଜି ଗଞ୍ଜେଇ ଜବତ, ବିହାର ର ଜଣଙ୍କୁ ଗିରଫ କଲା GRP
Bhubaneswar M Corp, Khordha | Oct 1, 2025
ଭୁବନେଶ୍ୱର ରେଳ ଷ୍ଟେସନରୁ 30କେଜି ଗଞ୍ଜେଇ ଜବତ, ବିହାର ର ଜଣଙ୍କୁ ଗିରଫ କଲା GRP | ଭୁବନେଶ୍ୱର ରେଳ ଷ୍ଟେସନରେ ଗଞ୍ଜେଇ ବେପାରୀକୁ ମାଡି ବସିଲା GRP | ଲଗେଜ ରେ ଗଞ୍ଜେଇ ଭର୍ତି କରି ନେଉଥିବା ବେଳେ ବିହାର ର ଯୁବକଙ୍କୁ ଧରିଲା GRP | ଅଭିଯୁକ୍ତ ହେଉଛି ବିହାର ନାଳନ୍ଦା ଅଞ୍ଚଳର ପପୁ କୁମାର | ତା ନିକଟରୁ 30କିଲୋ ଗଞ୍ଜେଇ ଜବତ କରିଛି GRP | Rpf ଏବଂ GRP ମିଳିତ ଚଢଊ କରି ଅଭିଯୁକ୍ତ କୁ ଗିରଫ କରିଛନ୍ତି | ଫୁଲବାଣୀ ରୁ ଗଞ୍ଜେଇ ଆଣି ଭୁବନେଶ୍ୱର ରେଳ ଷ୍ଟେସନ ଦେଇ ବିହାର ନେଉଥିଲା | ସୂଚନା ପାଇ ଚଢ଼ଊ କରିଥିଲେ GRP ଓ RPF |