Download Now Banner

This browser does not support the video element.

ନର୍ଲା: ଘଟଣା,ଶବ ପହଞ୍ଚି ବା ପରେ ଗାଁରେ ଶୋକାକୁଳ ପରିବେଶ ହେଲା ଶବ ସତ୍କାର।

Narala, Kalahandi | Sep 10, 2025
ଗତକାଲି NL01AA 8783 ନମ୍ବର ପେଟ୍ରୋଲ ଟେଙ୍କର ଟି ଭବାନୀପାଟଣା ପଟୁ ଆସୁଥିବା ବାଇକ ନମ୍ବର OD18D 7668 କୁ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ଚାଳକ ଜଣ ଦୁର୍ଘଟଣା ଘଟାଇ ଫେରାର ମାରୁଥିବା ବେଳେ ନର୍ଲା ପୋଲିସର ଫେରାର ଚାଳକ ଙ୍କୁ କାବୁ କରି ଥିଲେ। ମୃତ ଶରିର ଓ ଟେଙ୍କରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବାବେଳେ ସମୟ ଅଭାବ ଯୋଗୁଁ ଶବ ବ୍ୟବଚ୍ଛେଦ ହୋଇ ପାରି ନଥିଲା। ଆଜି ବୁଧବାର ବାର ଘଣ୍ଟା ସମୟରେ ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ସୁଚନା।
Read More News
T & CPrivacy PolicyContact Us