Download Now Banner

This browser does not support the video element.

ବରଗଡ: 7000 ଟଙ୍କା ଲାଞ୍ଚ ନେଇ ବରଗଡ଼ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୋଲିସ ବାବୁ, ଗିରଫ ପୋଲିସ ବରଗଡ଼ ଭିଜିଲାନ୍ସ ଅଫିସରେ ଅଟକ

Bargarh, Bargarh (Baragarh) | Aug 25, 2025
ଭିଜିଲାନ୍ସ ଜାଲରେ ପଡ଼ିଲେ ପୋଲିସ ବାବୁ l ଲାଞ୍ଚ ନେବାବେଳେ ବରଗଡ଼ ଜିଲ୍ଲା ବିଜେପୁର ଥାନାର ପୋଲିସ SI ଜଗା ବହିହାଙ୍କୁ ମାଡ଼ି ବସିଲା ଭିଜିଲାନ୍ସ l ଏନେଇ ସୋମବାର ସକାଲ 10.30 ମିନିଟ ସମୟରେ ବରଗଡ଼ ଭିଜଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ଜଣେ କବାଡି ଦୋକାନୀଙ୍କ କାରବାର ଠିକ୍ ଭାବେ ଚଳାଇବା ଏବଂ ତାଙ୍କ ବିରୁଦ୍ଧରେ କୌଣସି ମାମଲା ରୁଜୁ ନକରିବା ପାଇଁ ୭,୦୦୦ ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ପୋଲିସ ବାବୁ l ପ୍ରଥମେ କବାଡିଙ୍କ ଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ହେଲେ ଦୋକାନୀ ଜଣଙ୍କ ଏତେ ଟଙ୍କା ଦେଇପାରିବି ନାହିଁ ବୋ
Read More News
T & CPrivacy PolicyContact Us