Install App
nihar20051981
This browser does not support the video element.
କେନ୍ଦ୍ରାପଡା: ୧୨୫ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ମଣ୍ଡଳ ରେ ମଣ୍ଡଳ ସଭାପତି ମାନଙ୍କ ନେତୃତ୍ବରେ ପ୍ରସ୍ତୁତି ବୈଠକ
Kendrapara, Kendrapara | Aug 27, 2025
୧୨୫ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ମଣ୍ଡଳ ରେ ମଣ୍ଡଳ ସଭାପତି ମାନଙ୍କ ନେତୃତ୍ବରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। କେନ୍ଦ୍ରାପଡା ବିଧାନସଭା ଅନ୍ତର୍ଗତ କେନ୍ଦ୍ରାପଡା ନଗର ମଣ୍ଡଳ, କେନ୍ଦ୍ରାପଡା ସଦର ମଣ୍ଡଳ, ଆଳି ବିଧାନସଭା ଅନ୍ତର୍ଗତ ନିଆଳ ମଣ୍ଡଳ, ପତ୍ରପୁର ମଣ୍ଡଳ, ମହାକାଳପଡ଼ା ବିଧାନସଭା ଅନ୍ତର୍ଗତ ମାର୍ଶାଘାଇ ମଣ୍ଡଳ, ମହାକାଳପଡ଼ା ସଦର ମଣ୍ଡଳ ରେ ପ୍ରସ୍ତୁତି ବୈଠକ ହୋଇଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!