Download Now Banner

This browser does not support the video element.

କଟକ ପୌରାଞ୍ଚଳ: ନିର୍ଗୁଣ୍ଡି ରେଲୱେ ଟ୍ରାକରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କଲା କଟକ ରେଳବାଇ ସୁରକ୍ଷା ପୋଲିସ

Cuttack M Corp PS, Cuttack | Aug 25, 2025
କଟକ ଜିଲ୍ଲା ନିର୍ଗୁଣ୍ଡି ରେଲୱେ ଟ୍ରାକରୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରିଛି କଟକ ରେଳବାଇ ସୁରକ୍ଷା ପୋଲିସ। ଉଦ୍ଧାର କରି ଚିକିତ୍ସା ପାଇଁ ଉକ୍ତ ଯୁବକଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ସୋମବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ ଗୁରୁତର ଯୁବକଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କର କୌଣସି ପରିଚୟ ମିଳିପାରି ନାହିଁ। ପୁରୀ ହାୱଡା ଏକ୍ସପ୍ରେସ ଟ୍ରେନରୁ ଖସିପଡ଼ି ସେ ଗୁରୁତର ହୋଇଛନ୍ତି ବୋଲି ସୂଚନା ମିଳିଛି ।
Read More News
T & CPrivacy PolicyContact Us