Install App
dhenkanalknagar
This browser does not support the video element.
କାମାକ୍ଷାନଗର: ଭୁବନ ଥାନା ରଗଡି ଛକ ନିକଟରେ ବୁଧବାର ୯ଟା ୩୦ରେ ବାଇକ ବାଇକ ମଧ୍ୟରେ ଧକା ଜଣେ ଗୁରୁତର ମେଡ଼ିକାଲରେ ଭର୍ତ୍ତି
Kamakshyanagar, Dhenkanal | Aug 27, 2025
ଭୁବନ ଥାନା ରଗଡି ଛକ ନିକଟରେ ବୁଧବାର ୯ଟା ୩୦ରେ ବାଇକ ବାଇକ ମଧ୍ୟରେ ଧକା ଜଣେ ଗୁରୁତର ମେଡ଼ିକାଲରେ ଭର୍ତ୍ତି ।ବିପରୀତ ଦିଗ ରୁ ଆସୁଥିବା ବାଇକ୍ ସହିତ ମୁହାମୁହିଁ ଧକ୍କା ହୋଇଥିଲା ।ସ୍ଥାନୀୟ ଲୋକ ଗୁରୁତରଙ୍କୁ ବୁଧବାର ଭୁବନ ଡାକ୍ତର ଖାନାରେ ଭର୍ତି କରିଥିଲେ ଏଠାରେ ଚିକିତ୍ସା ଜାରି ରହିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!