Download Now Banner

This browser does not support the video element.

ଅନୁଗୋଳ: କାଣ୍ଡଶର ଗ୍ରାମ ନିକଟରେ ଟାଟା ମ୍ୟାଜିକ ଗାଡ଼ିରେ ସାପ ଥିବାରୁ ଚାଳକ ଓ ଯାତ୍ରୀ ହଟହଟା

Anugul, Angul | Sep 12, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ଥାନାର କାଣ୍ଡଶର ଗ୍ରାମ ନିକଟରେ ଗୋଟିଏ ଟାଟା ମ୍ୟାଜିକ ଗାଡ଼ିରେ ସାପ ଥିବାରୁ ଚାଳକ ଓ ଯାତ୍ରୀ ମାନେ ହଟହଟା ହୋଇଥିବା ସୂଚନା ମିଳିଛି। ପ୍ରାୟ ଦେଢ଼ ଘଣ୍ଟା ପରେ ସାପକୁ ବାହାର କରି ନପାରିବାରୁ ସର୍ପ ଉଦ୍ଧାରକାରୀ ଦଳକୁ ଫୋନ କରି ଡ଼ାକି ସାପକୁ ବାହାର କରିଛନ୍ତି।
Read More News
T & CPrivacy PolicyContact Us