Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ମହିଳା ମହା ବିଦ୍ୟାଳୟରେ ଆତ୍ମହତ୍ୟା କୁ ନା ବିଷୟ କୁ ନେଇ ଏକ ସଚେତନତା ସଭା ଆୟୋଜିତ

Nabarangapur PS, Nabarangpur | Sep 10, 2025
ମହିଳା ମହା ବିଦ୍ୟାଳୟରେ ଆତ୍ମହତ୍ୟା କୁ ନା ବିଷୟ କୁ ନେଇ ଏକ ସଚେତନତା ସଭା ଆୟୋଜିତ ଆଜି ମହିଳା ମହା ବିଦ୍ୟାଳୟ ରେ ଜିଲ୍ଲା ସ୍ବାସ୍ଥ୍ୟ ଵିଭାଗ ପକ୍ଷରୁ ଆତ୍ମହତ୍ୟା ଠାରୁ ଯୁବ ପୀଢ଼ି ଙ୍କୁ ଦୁରେଇ ରଖିବା ଉଦେଶ୍ୟ ନେଇ ଏକ ସଚେତନତା ସଭା ର ଆୟୋଜନ କରାଯାଇଥିଲା ଉକ୍ତ ସଭା ରେ ଅତିଥି ଭାବେ ଯୋଗ ଦେଇ ଥିଲ ଏଡିପିଏଚଓ ଡାକ୍ତର ନାଲ୍ଲା ରବି ଵାବୁ ଇରଶାଦ ଅହମ୍ମଦ ଖାନ-ପେଡେମିଓଲୋଜିଷ୍ଟ ରାମା ହରି ପଣ୍ଡା -ADPHCO ସୁଶ୍ରୀ ସମିଖା ନନ୍ଦା-କ୍ଲିନିକାଲ୍ ସାଇକୋଲୋଜିଷ୍ଟ୍ | ପ୍ରଗନା ହୋତା -ସାଇକୋଲୋଜିଷ୍ଟ ସାମାଜିକ କର୍ମୀ ପ୍ରମୁଖ ଯୋଗଦେଇଥିଲେ
Read More News
T & CPrivacy PolicyContact Us