Download Now Banner

This browser does not support the video element.

ବଡସାହି: ସମ୍ବାଦ ଓ ଆମଓଡିଶାପକ୍ଷରୁ ରଘୁନାଥ ହାଇସ୍କୁଲରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳିଙ୍କ ଯୋଗଦାନ

Barsahi, Mayurbhanj | Sep 10, 2025
ବୈଶିଙ୍ଗା ଥାନା ଅଧୀନ ରାଇକମାସ୍ଥିତ ରଘୁନାଥ ହାଇସ୍କୁଲରେ ସମ୍ବାଦ'ର ସ୍ଵନକ୍ଷତ୍ର ଦିବସ ଅବସରରେ ସମ୍ବାଦ- ଆମ ଓଡ଼ିଶା’ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରଯୋଗୀଙ୍କ ନିମନ୍ତେ ବୁଧବାର ଅପରାହ୍ନ ଚାରିଟାରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି l ସମ୍ବାଦ ଓ କନକ ନିୟୁଜ ପ୍ରତିନିଧି ଦୀପକ କୁମାର ସିଂହ ପରିଚାଳନା କରିଥିଲେ l
Read More News
T & CPrivacy PolicyContact Us