Download Now Banner

This browser does not support the video element.

ବରୀ ରାମଚନ୍ଦ୍ରପୁର: ଅହିୟାସ ବଙ୍ଗାଳିବାଡି ନିକଟକୁ ବିଧାୟିକାଙ୍କ ଗସ୍ତ,ଘାଈ ମରାମତି କାର୍ଯ୍ୟର କଲେ ଅନୁଧ୍ୟାନ

Bari Ramachandrapur, Jajpur | Aug 31, 2025
ଅହିୟାସ ବଙ୍ଗାଳିବାଡି ନିକଟକୁ ବିଧାୟିକାଙ୍କ ଗସ୍ତ,ଘାଈ ମରାମତି କାର୍ଯ୍ୟର କଲେ ଅନୁଧ୍ୟାନ,ତୁରନ୍ତ ଶେଷ କରିବାକୁ ବିଭାଗ୍ୟ ଅଧିକାରୀଙ୍କ ସହିତ ଫୋନ ଯୋଗେ କଲେ ଆଲୋଚନା l ଗତ କିଛିଦିନ ତଳେ ଅହିୟାସ ନିକଟରେ ଘାଇ ସୃଷ୍ଟି ହେବା ଯୋଗୁ ଅନେକ ପଂଚାୟତର କ୍ଷକ୍ଷତି ହେଇଛି l ସେପଟେ ଗତ କିଛିଦିନ ହେବ ଜିଲ୍ଲାରେ ଲଗାଣ ବର୍ଷା ଲାଗିଛି l ଯାହାଫରେ ପୁନଃଶ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ହେବାର ଆଶଙ୍କା ଦେଖା ଦେଇଛି l ଏହାକୁ ଦୃଷ୍ଟିରେ ତୁରନ୍ତ କିଭଳି ଘାଇର ମରାମତି ହେବ ପ୍ରଶାସନ ପକ୍ଷରୁ କାର୍ଯ୍ୟ ଆରମ୍ଭ ହେଇଛି l
Read More News
T & CPrivacy PolicyContact Us