This browser does not support the video element.
କେନ୍ଦୁଝର ସହର: କନ୍ତୋ ଗ୍ରାମରେ ଲଗାଣ ବର୍ଷାରେ ଭାଙ୍ଗିଲା ଘର
Kendujhar Town, Kendujhar | Aug 22, 2025
ଆନନ୍ଦପୁର ଉପଖଣ୍ଡ କନ୍ତୋ ଗ୍ରାମରେ କ୍ଷେତ୍ର ନାଏକଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗିଲା ଘର I ତେବେ ଅଲ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ ସୂଚନା l