This browser does not support the video element.
ଯାଜପୁର: ମଙ୍ଗଳପୁର ଛକ ସ୍ଥିତ ଥାଲକୁଡି କଲ୍ୟାଣ ମଣ୍ଡପରେ ଉତ୍କଳ ସାମ୍ବାଦିକ ସଙ୍ଘ ଜିଲ୍ଲା ଶାଖା ପକ୍ଷରୁ ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
Jajapur, Jajpur | Aug 24, 2025
ମଙ୍ଗଳପୁର ଛକ ସ୍ଥିତ ଥାଲକୁଡି କଲ୍ୟାଣ ମଣ୍ଡପରେ ଉତ୍କଳ ସାମ୍ବାଦିକ ସଙ୍ଘ ଜିଲ୍ଲା ଶାଖା ପକ୍ଷରୁ ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି l ଆଜି ଦଶରଥପୁର ବ୍ଲକ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଜୟ ପ୍ରକାଶ ନାୟକଙ୍କ ସଭାପତିତ୍ୱ ରେ ଆୟୋଜିତ ଉତ୍ସବରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ,ବିଧାୟିକା ସୁଜାତା ସାହୁ ଓ ରାଜ୍ୟ ସଭାପତି ବିଭୁତିଭୂଷଣ କର ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଉପସ୍ଥିତ ଅତିଥି ମାନେ ଗ୍ରାମାଞ୍ଚଳର ସାମ୍ବାଦିକ ମାନେ କିଭଳି କାର୍ଯ୍ୟକ୍ଷେତ୍ରରେ ଅବହେଳିତ ହେଉଛନ୍ତି ଆଲୋଚନା କରିଥିଲେ l