Download Now Banner

This browser does not support the video element.

ବୌଦ୍ଧ ସଦର: ନୂଆପଡା ଗ୍ରାମର ଜଙ୍ଗଲରୁ ମହୁଲି ମଦ ରନ୍ଦା ସମୟରେ ଅବକାରୀ ଚଢ଼ାଉ ୩୮୦କେଜି ପୋଚ ସସହିତ ୨୦ଲିଟର ମଦକୁ ଜବତ କରି ନଷ୍ଟ

Baudh Sadar, Boudh (Bauda) | Sep 13, 2025
ଆଜି ସନ୍ଧ୍ୟା ୭.୩୦ ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତରୁ ପ୍ରାପ୍ତ ସୂଚନା ଅନୁସାରେ l ଆଜି ବୌଦ୍ଧ ସଦର ରେଞ୍ଜର ଅବକାରୀ ଇନସ୍ପେକ୍ଟର ଗଦାଧର ମହାରଣା, ହରାଭଙ୍ଗା ଅବକାରୀ ପୋଲିସଙ୍କ ସହିତ ପେଟ୍ରୋଲଲିଙ୍ଗ କରୁଥିବା ବେଳେ l ବିଶେଷ ସୂତ୍ରରୁ ଖବର ପାଇ l ଆଜି ସକାଳ ପାଖପାଖି ୧୧.୩୦ସମୟରେ ପୁରୁଣାକଟକ ଥାନା ଅନ୍ତର୍ଗତ ନୂଆପଡା ଗ୍ରାମର ଜଙ୍ଗଲ କଡରେ ବେଆନ ମହୁଲି ମଦ ରାନ୍ଧା ନେଇ ଚଢ଼ାଉ କରିଥିଲେ l ଏହି ଚଢ଼ାଉରେ ୩୮୦କେଜି ମହୁଲ ପୋଚ ଓ ୨୦ଲିଟର ମଦକୁ ଜବତ କରି ନଷ୍ଟ
Read More News
T & CPrivacy PolicyContact Us