Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର 51 ନମ୍ବର ଓ୍ୱାର୍ଡ ଅଫିସ ଉଦ୍ଘାଟନ କଲେ ଏକାମ୍ର ବିଧାୟକ ବାବୁ ସିଂ ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ

Bhubaneswar M Corp, Khordha | Sep 28, 2025
ଭୁବନେଶ୍ୱରରେ ଯୋଡି ହେଲା ଆଉ ଏକ ୱାର୍ଡ କାର୍ଯ୍ୟାଳୟ। ଆଜି ବିଏମ୍ ସି ର 51 ନମ୍ବର ଓ୍ୱାର୍ଡ ଅଫିସ ଉଦ୍ଘାଟନ ହୋଇଯାଇଛି lଏହି ଅବସରରେ ମାନ୍ୟବର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଓ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ତଥା ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ବିନୟିନୀ ଜେନା ଓ ଅନ୍ୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଏବଂ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us