Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଆଜି ଜିଲ୍ଲାପାଳ ଭଦ୍ରକ ଙ୍କ ଅଧ୍ୟକ୍ଷତାରେ ୫୪ତମ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ

Bhadrak Rural, Bhadrak | Sep 10, 2025
୫୪ ତମ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ। ଆଜି ଜିଲ୍ଲାପାଳ ଭଦ୍ରକ ଙ୍କ ଅଧ୍ୟକ୍ଷତାରେ ଏହି ୫୪ତମ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ, ଭଦ୍ରକ, ଅତିରିକ୍ତ ଜିଲ୍ଲାପାଳ,ଭଦ୍ରକ,ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ ଙ୍କ ସମେତ ସଡ଼କ ସୁରକ୍ଷା ସମିତି ର ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏଥିରେ ସଡ଼କ ସୁରକ୍ଷା ଆଇନ ଓ ଏହାର କାର୍ଯ୍ୟକାରିତା ବିଷୟରେ ଆଲୋଚନା କରାଯାଇଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us