This browser does not support the video element.
ଟିଟିଲାଗଡ: ନରେନ ଗାଁ ଠାରେ ଏକ୍ସନ୍ ଏଡ ତରଫରୁ ଦାଦନ ଚାଲାଣ ସମସ୍ୟା ରୋକିବାକୁ ନେଇ ସଚେତନତା ସଭା ଅନୁଷ୍ଠିତ
Titlagarh, Balangir | Sep 3, 2025
ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ବିଗତ ୨୪ ବର୍ଷର ସରକାରଙ୍କ ଅବହେଳା ଯୋଗୁଁ ଦାଦନ ଚାଲାଣ ସମସ୍ୟା ବୃଦ୍ଧି ପାଇଛି l ଏହାକୁ ନେଇ ଆଜି ଟିଟିଲାଗଡ଼ ବ୍ଲଜର ନାରେନ ଗ୍ରାମ ଠାରେ ଅନୁଷ୍ଠିତ ଏକ ସଚେତନତା ସଭାରେ ଉପସ୍ଥିତ ଜନତାଙ୍କୁ ଆମ ନୁଆଁ ସରକାର କର୍ମ ନିଯୁକ୍ତି ଯୋଗାଇଦେବ, କେହି ମଧ୍ୟ ଦଲାଲଙ୍କ ଠାରୁ ବଇନା ପାଇ ଦାଦନ ଖଟିବାକୁ ନଯିବାକୁ ଅନୁରୋଧ କରିଥିଲି l ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦାଦନ ସମସ୍ୟା ରୋକିବାକୁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିଛନ୍ତି l ଏନେଇ କେହି ଶ୍ରମିକ ପରିବାର ନିଯୁକ୍ତିରୁ ବଞ୍ଚିତ ହେବେ ନାହିଁ।