This browser does not support the video element.
ଅନୁଗୋଳ: ନୁଆହତା ଗ୍ରାମ ନିକଟରେ କାର ସହିତ ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର
Anugul, Angul | Aug 26, 2025
ନୂଆହତା ଦେଇ ଯାଇଥିବା ୫୫ନମ୍ବର ବାଇପାସ ଜାତୀୟ ରାଜପଥରେ ଏକ ୱାଗନର କାର ଧକ୍କାରେ ଜଣେ ଚାଳକ ଗୁରୁତ୍ତର ଭାବେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତି ହୋଇଛନ୍ତି । ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ ନୂଆହତା ଗ୍ରାମର ପାଟଣା ସାହିର ୫୫ ବର୍ଷୀୟ ରୋହିତ ସାହୁ ନୂଆହତା ଗଡ଼ ସାହିରୁ ନିଜ ଘରକୁ ଯିବା ସମୟରେ ନବ ନିର୍ମିତ ବାଇପାସ ରାସ୍ତା ପାର ହେଉଥିବା ବେଳେ କାର ନମ୍ବର OR 19 K 7309 ଧକ୍କା ଦେଇ ଘଟଣା ସ୍ଥଳରୁ ଚାଲି ଯାଇଥିଲା। ରାସ୍ତା କଡ଼ରେ ପଡ଼ି ରହି ଛଟପଟ ହେଉଥିଲା। ଖବର ପାଇ ବଅଁରପାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଅନୁଗୋଳ ଜିଲ୍