Install App
harishbhoi
This browser does not support the video element.
ଅମ୍ବାଭୋନା: ଭୁକ୍ତା ରେ ଦିନକୁଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି, ଲୋକେ ଯିବାଆସିବାରେ ହେଉଛନ୍ତି ହନ୍ତସନ୍ତ, ଦେଖନ୍ତୁ ଆଜିର ପ୍ରତିକ୍ରିୟା
Ambabhona, Bargarh (Baragarh) | Sep 29, 2025
ଅମ୍ବାଭୋନା ବ୍ଲକର ମୁଖ୍ଯ ବ୍ୟବସାୟିକ ପେଣ୍ଠସ୍ଥଳୀ ଭୁକ୍ତାରେ ଦିନକୁଦିନ ଟ୍ରଫିର ସମସ୍ୟା ବୃଦ୍ଧି ପାଉଛି । ଆଜି ଅପରାହ୍ନ 5 PM ପାଖାପାଖି ସମୟରେ ପୁରୁଣା ବଜାର ନିକଟସ୍ଥ ଭୁକ୍ରା ର ମୁଖ୍ଯ ରାସ୍ତା ରେ ପ୍ରବଲ ଟ୍ରାଫିକ ସମସ୍ୟା ଯୋଗୁଁ ଅଧଘଣ୍ଟା ଯାତାୟାତ ଠପ ହୋଇଥିଲା । ଅଣଓସାରିଆ ରାସ୍ତା ଓ ବଡ ବଡ ଗାଡି ଆସୁଥିବାରୁ ଏହି ସମସ୍ୟା ଦେଖାଯାଇଥିଲା । ଆଜି 5 PM ରେ ନିଆଯାଇଥିବା ଜଣେ ଯୁବକ ଙ୍କ ଦେଖନ୍ତୁ ଏ ସଂପର୍କିତ ମତାମତ
Share
Read More News
T & C
Privacy Policy
Contact Us
Your browser does not support JavaScript!