This browser does not support the video element.
କଟକ ପୌରାଞ୍ଚଳ: ବାଙ୍ଗେରୀସିଙ୍ଗା ଗାଁରେ ବାଇକ ଦୁର୍ଘଟଣା ଜାଣେ ଆହତ
Cuttack M Corp PS, Cuttack | Jun 9, 2025
ବାଙ୍ଗେରୀସିଙ୍ଗା ନିକଟରେ ଅପରାହ୍ନ ରେ ସଡ଼କ ଦୁର୍ଘଟଣା। ସାଇକେଲ ଓ ବାଇକ ଦୁର୍ଘଟଣା ଘଟିଛି। ଆହତ ଙ୍କର ଆଖିରେ ଆଘାତ ଲାଗିଥିବାରୁ ତୁରନ୍ତ ମାଣିଆ ବନ୍ଧ ମେଡିକାଲ କୁ ପଠାଗଲା।