Download Now Banner

This browser does not support the video element.

ପିପିଲି: ଶରଣକୁଳ କୁ ଏନ୍ଏସି ମାନ୍ୟତା ପ୍ରଦାନ ପରେ ଭୁବନେଶ୍ୱରରେ ୫ଟି ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ଅଞ୍ଚଳ ବାସିନ୍ଦା

Pipili, Puri | Mar 15, 2024
ରାଜ୍ୟ ସରକାର ଶରଣକୁଳ ଓ ହରିହରପୁର ଗ୍ରାମପଞ୍ଚାୟତକୁ ନେଇ ଶରଣକୁଳ କୁ ଏନ୍ଏସି ଘୋଷଣା କରିଥିବାରୁ ଆଜି ରଣପୁର ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନଙ୍କ ନେତୃତ୍ବରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି।
Read More News
T & CPrivacy PolicyContact Us