This browser does not support the video element.
କୋରେଇ: ଯାଜପୁର ଟାଉନ ସ୍ଥିତ କାର୍ଯ୍ୟାଳୟ କୋରେଇ ଓ ଯାଜପୁର ବ୍ଲକ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
Korai, Jajpur | Aug 24, 2025
ଯାଜପୁର ଟାଉନ ସ୍ଥିତ କାର୍ଯ୍ୟାଳୟ କୋରେଇ ଓ ଯାଜପୁର ବ୍ଲକ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଇଯାଇଛି l ଆଗକୁ ଆସୁଛି ପଂଚାୟତ ନିର୍ବାଚନ l ଏହା ପୂର୍ବରୁ ବିଜେଡି ତାର ସଂଗଠନ ସଜାଡ଼ିବାକୁ ଆରମ୍ଭ କରିଛି l ଏହି ପରୀପକ୍ଷରେ ଆଜି କୋରେଇ ଓ ଯାଜପୁର ବ୍ଲକ ବିଜେଡି ସଭାପତିଙ୍କ ନେତୃତ୍ୱରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ବୈଠକରେ ପୂର୍ବତନ ବିଧାୟକ ଯଥା ରାଜ୍ୟ ବିଜେଡି ଉପ ସଭାପତି ପ୍ରଣବ ପ୍ରକାଶ ଦାସ ଯୋଗଦେଇ ବିଭିନ୍ନ ପଂଚାୟତରେ ଦେଖା ଦେଇଥିବା ସଂଗଠନର ସମସ୍ୟା ଉପରେ ଆଲୋଚନା କରିଥିଲେ l