Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ମୁସ୍ତାଫାବାଦ ଗ୍ରାମରେ ଜମିଜମା ବିବାଦକୁ ନେଇ ୩ ଜଣଙ୍କୁ ଆକ୍ରମଣ। ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ପ୍ରତିକ୍ରିୟା ରଖିଲେ ସଂଯୁକ୍ତା ମହାରଣା

Bhadrak Rural, Bhadrak | Aug 23, 2025
ତେବେ ଜମିଜମା ବିବାଦ କୁ ନେଇ ଏମିତି ଆକ୍ରମଣ ହୋଇଥିବା ବେଳେ ଗୋଟିଏ ପରିବାରର ଏକାଧିକ ଲୋକ ଗୁରୁତର ହୋଇ ଭଦ୍ରକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ତେବେ ପୋଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନନେବା ଏବେ ସନ୍ଦେହ ଘେରରେ। ତେବେ ତାଙ୍କୁ ନ୍ୟାୟ ନ ମିଳିଲେ କୋର୍ଟ ରେ ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି ସଂଯୁକ୍ତା।
Read More News
T & CPrivacy PolicyContact Us