Download Now Banner

This browser does not support the video element.

ଯାଜପୁର: ମା ବିରଜାଙ୍କ ପୀଠରେ ଚାଲିଛି ଚାଲିଛି ଷୋଡଚଉପଚାର ପୂଜା,ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ନେଇ ସୂଚନା ଦେଲେ ଅତିରିକ୍ତ ତହସିଲଦାର

Jajapur, Jajpur | Sep 29, 2025
ମା ବିରଜାଙ୍କ ପୀଠରେ ଚାଲିଛି ଚାଲିଛି ଷୋଡଚଉପଚାର ପୂଜା,ଭକ୍ତଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ନେଇ ସୂଚନା ଦେଲେ ଅତିରିକ୍ତ ତହସିଲଦାର ଅଜୟ କୁମାର ପଣ୍ଡା l ମା ବିରଜାଙ୍କ ପୀଠରେ ଚାଲିଛି ଷୋଡଚଉପଚାର ପୂଜା ପେତେକ ଦିନ ମା ବିଭିନ୍ନ ଭେଷରେ ପୂଜା ପାଉଛନ୍ତି l ଯାହାକୁ ଦେଖିବା ପାଇଁ ମା ଙ୍କ ପୀଠକୁ ପେତେକ ଦିନ ହଜାର ହଜାର ଭକ୍ତ ଆସୁଛନ୍ତି l ତେବେ ଏତେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ନେଇ ସୂଚନା ଦେଲେ ଅତିରିକ୍ତ ତହସିଲଦାର ଶ୍ରୀ ପଣ୍ଡା
Read More News
T & CPrivacy PolicyContact Us