Install App
newsjajpur9124
This browser does not support the video element.
ବରୀ ରାମଚନ୍ଦ୍ରପୁର: ବାଇଁଶିରିଆ ଗାଁରେ ଅଭାବନୀୟ ଘଟଣା,ଅନଲାଇନ୍ ଗେମ୍ ନେଲା ଆଉ ଏକ ଜୀବନ,ସର୍ବସ୍ଵ ହରାଇବା ପରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ
Bari Ramachandrapur, Jajpur | Aug 21, 2025
ବାଇଁଶିରିଆ ଗାଁରେ ଅଭାବନୀୟ ଘଟଣା,ଅନଲାଇନ୍ ଗେମ୍ ନେଲା ଆଉ ଏକ ଜୀବନ,ସର୍ବସ୍ଵ ହରାଇବା ପରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ । ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଏହି ଘଟଣା ଘଟିଛି । ବରି ବାଇଁଶିରିଆ ପଞ୍ଚାୟତ ୧୦ ନମ୍ବର ୱାର୍ଡର ସୋମନାଥ ସାହୁ ଜୀବନ ସାରା ପରିଶ୍ରମ କରି ଯାହା କିଛି ସଞ୍ଚୟ କରି ରଖୁଥିଲେ । ଅନ୍ ଲାଇନ୍ ଗେମ୍ ଖେଳି ସର୍ବସ୍ଵ ହରାଇଦେଲେ । ହାତଉଧାରି ମଧ୍ୟ ବଢ଼ି ଯାଇଥିଲା ।
Share
Read More News
T & C
Privacy Policy
Contact Us
Your browser does not support JavaScript!