Download Now Banner

This browser does not support the video element.

ବୀରମହାରାଜପୁର: ଚରଦା ସ୍ଥିତ ଗ୍ରାମୀଣ ଶିଳ୍ପ ଉଦ୍ୟାନ କେନ୍ଦ୍ର ଉଦଘାଟନ କଲେ ରାଜ୍ୟସରକାରଙ୍କ ନୋଡାଲ ଅଫିସର ତଥା ଉଚ୍ଚ ଶିକ୍ଷାବିଭାଗର କମିଶନର

Biramaharajpur, Subarnapur (Sonepur) | Sep 2, 2025
ବିନିକା ଥାନା ଆନ୍ତର୍ଗର ଚରଦା ସ୍ଥିତ ଗ୍ରାମୀଣ ଶିଳ୍ପ ଉଦ୍ୟାନ କେନ୍ଦ୍ର ଆଜି ପୂର୍ବାହବ ପ୍ରାୟ 11ଟା 30ମିନିଟ ସମୟରେ ଉଦଘାଟିତ ହୋଇଯାଇଛି l ଆୟୋଜିତ ଉଦ୍ଘାସ୍ତାନୀ ଉତ୍ସବକୁ ରାଜ୍ୟ ସରକାରଙ୍କ ନୋଡାଲ ଅଫିସର ତଥା ଉଚ୍ଚ ସୂକ୍ଷ୍ୟ ବିଭଗାର କମିଶନର ଅରବିନ୍ଦ ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ l ଏହି ଅବସରରେ ସରପଞ୍ଚ ବୃନ୍ଦାବତୀ ନାଏକ ଙ୍କୁ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ସଭାରେ ଉଚ୍ଚ ଶିକ୍ଷା ବିଭାଗର କମିଶନର ଙ୍କ ସମେତ ଜିଲ୍ଲାପାଳ ଡ଼ ନୃପରାଜ ସାହୁ, ଜିଲ୍ଲା ପାଟିସାଦ ସିଇଓ ଅଶ୍ୱିନୀ ଭୋଇ, ବିଡ଼ିଓ ମଣ୍ଟୁ ଖମାରି ଯୋଗଦେଇ ମଞ୍ଚଦିନ ହୋଇ ବକ୍ତ୍
Read More News
T & CPrivacy PolicyContact Us