Download Now Banner

This browser does not support the video element.

ରାୟଗଡା: ରାମନାଗୁଡ଼ା ବ୍ଲକ ପାଳୁପାଇ ହାଟ ମଣ୍ଡପ ପରିସରରେ କଳାକାର ମାନଙ୍କ ସମ୍ମିଳନୀ ଅନୁଷ୍ଠିତ, ଯୋଗ ଦେଲେ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି

Rayagada, Rayagada | Aug 23, 2025
ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ପାଲୂପାଇ ହାଟ ମଣ୍ଡପ ଠାରେ କଳାକାର ଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏଥିରେ ଅନେକ ସ୍ଥାନୀୟ କଳାକାର ଙ୍କ ସହ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ
Read More News
T & CPrivacy PolicyContact Us