Install App
harishbhoi
This browser does not support the video element.
ଅମ୍ବାଭୋନା: ପି ଏମ୍ ଶ୍ରୀ କେଦାରନାଥ ଆଦିବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ଅମ୍ବାଭୋନାରେ ଡେବ୍ରିଗଡ ଜଙ୍ଗଲ ଅଂଚଲର ପ୍ରକୃତି ବନ୍ଧୁ ଙ୍କ ସମ୍ମିଳନୀ ଅନୁଷ୍ଠିତ
Ambabhona, Bargarh (Baragarh) | Sep 21, 2025
ଆଜି ଅପରାହ୍ନ 2:30 PM ସମୟରେ ପି ଏମ୍ ଶ୍ରୀ କେଦାରନାଥ ଆଦିବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ଅମ୍ବାଭୋନାରେ ଡେବ୍ରିଗଡ ଜଙ୍ଗଲ ଅଂଚଲର ପ୍ରକୃତି ବନ୍ଧୁ ଓ ପରିବେଶ ପ୍ରେମି ଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ବିଲନୀରେ ସଭାପତିତ୍ବ କରିଥିଲେ ବନ୍ୟପ୍ରାଣୀ ମିତ୍ର ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ବୈଷ୍ଣବ ଭୋଇ, ମୁଖ୍ଯ ବକ୍ତା ହେମନ୍ତ ପଧାନ, ମୁଖ୍ଯ ପରିଚାଳକ ଫରେଷ୍ଟର ସଂଜିବ ପଣ୍ଡା, ସମ୍ମାନୀତ ଅତିଥି ଭାବେ ରୋହିତ କୁମାର ଭୁଏ, ପ୍ରକୃତି ବନ୍ଧୁ ଶୋଭାରାମ ସାହୁ, ମନୋହର ସାହୁ ଉପସ୍ଥିତ ରହିଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!