Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ଟାଙ୍ଗରପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଥିବା ସମସ୍ୟା ନେଇ ଜ଼ିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଅଂଚଳବାସୀ

Sambalpur M, Sambalpur | Sep 1, 2025
ମହାନଗର ନିଗମ ଅନ୍ତର୍ଗତ ଟାଙ୍ଗରପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଥିବା ସମସ୍ୟା ନେଇ ଆଜି ଦିନ ପ୍ରାୟ 1 ଟା ସମୟରେ ଜ଼ିଲ୍ଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହେଲେ l ଏହି ସ୍କୁଲ ରେ 126 ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ ଗୋଟିଏ ମାତ୍ର ଶ୍ରେଣୀ କୋଠରୀ ରହିଛି l ଅନ୍ୟ କୋଠରୀ ଗୁଡିକର ଅବସ୍ଥା ସଚୋନୀୟ ଥିବାରୁ ତାକୁ ବନ୍ଦ କରିଦିଆଯାଇଛି l ଏଣୁ ଉକ୍ତ କୋଠରୀ ଗୁଡିକୁ ତୁରନ୍ତ ମରାମତି କିମ୍ବା ନୂତନ ଶ୍ରେଣୀ ଗୃହ ନିର୍ମାଣ କରିବା ପାଈଁ ଦାବି କରିଛନ୍ତି ଅଞ୍ଚଳବାସୀ l
Read More News
T & CPrivacy PolicyContact Us